ରାଉରକେଲାରେ ଆଉ ଚାରି କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସେକ୍ଟର ୧୮ ମାର୍କେଟକୁ ସିଲ କଲା ମହାନଗର ପ୍ରଶାସନ

ରାଉରକେଲା : ଆଜି ସକାଳେ ରାଉରକେଲା ନାଲା ରୋଡରୁ ଆଉ ଚାରି କରୋନା ପଜିଟିଭ ଚିହ୍ନଟ ହେବା ପରେ ସେକ୍ଟର ୧୮ ମାର୍କେଟକୁ ମହାନଗର ପ୍ରଶାସନ ସିଲ କରିଥିବା ଜଣାଯାଇଛି। ଏଠାକାର ସୁରକ୍ଷା ବ୍ୟବସ୍ଥାରେ ଚାରି ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବାର ସୂଚନା ମିଳିଛି। ସୂଚନାଯୋଗ୍ୟ, ଏହାକୁ ମିଶାଇ ସୁନ୍ଦରଗଡ଼ର କରୋନା ପଜିଟିଭ ସଂଖ୍ୟା ୧୦ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ତିନି ଜଣ ସୁସ୍ଥ ହୋଇ ଫେରିଛନ୍ତି। ଗତ ୨୬ … Continue reading ରାଉରକେଲାରେ ଆଉ ଚାରି କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସେକ୍ଟର ୧୮ ମାର୍କେଟକୁ ସିଲ କଲା ମହାନଗର ପ୍ରଶାସନ